ବ୍ରହ୍ମପୁର( ଦ କୁଇଭର ):- ବ୍ରହ୍ମପୁର ଏମକେସିଯିରେ ଅଭାବନୀୟ ଘଟଣା ଦେଖାଦେଇଛି l ମେଡ଼ିକାଲ ଆଉଟ୍ ଡୋରରେ ଅଗ୍ନିନିନିର୍ବାପକ ଯନ୍ତ୍ରରୁ ଗ୍ୟାସ୍ ଲିକ୍ ହୋଇଛି। ଉପସ୍ଥିତ ରୋଗୀ ଓ ସମ୍ପର୍କୀୟମାନେ ଭୟଭୀତ ହୋଇରହିଛନ୍ତି । ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ପହଞ୍ଚିକୁ ଘଟଣାକୁ ଆୟତ କରିଛି ।